BSE Odisha Board 9th Class Summative Assesment 2 Exam Questions
Class 9 SA 2 Exam Questions 2022
9th Class SA 2 Exam 2022 Science Question
Odisha Board Class 9 Summative Assesment 2 Exam questions
9 Class SA 2 Science Question PDF Link
ଶ୍ରେଣୀ -ନବମ
ବିଷୟ-ବିଜ୍ଞାନ
ସମୟ-୧ଘ ୧୫ମି. ପୂର୍ଣ୍ଣ ସଂଖ୍ୟା-୩୦
--------------------------------------------------------------------
( SUBJECTIVE PART )
ଭୌତିକ ବିଜ୍ଞାନ
1.(i)ନିଉଟନଙ୍କ ଗତିର ପ୍ରଥମ ନିୟମଟି ଲେଖ l ଜଜତ୍ଵ କ'ଣ
ଓ ଏହା କେତେ ପ୍ରକାର l ପ୍ରତ୍ୟେକରୁ ଗୋଟିଏ ଲେଖାଏଁ
ଉଦାହରଣ ଦିଅ l. (4)
କିମ୍ଵା
ରଦରଫୋର୍ଡଙ୍କ ସୁନାପାତିଆ ପରୀକ୍ଷାଟି ବୁଝାଅ l
(ii) ପୃକ୍ତ ଓ ଅପୃକ୍ତ ଦ୍ରବଣ କ'ଣ ? ଦ୍ରବଣୀୟତା କାହାକୁ କହନ୍ତି
କିମ୍ଵା (3)
ଯୌଗିକ କହିଲେ କ'ଣ ବୁଝ ? ଯୌଗିକ ଗଠନ ପ୍ରକ୍ରିୟା ଏକ ରାସାୟନିକ ପରିବର୍ତ୍ତନ କିପରି ଉଦାହରଣ ସହ ବୁଝାଅ l
(iii) ସାଇକେଲ୍ ଚଲାଇଲାବେଳେ କେଉଁ ଶକ୍ତି କେଉଁ ଶକ୍ତିକୁ ରୂପାନ୍ତରିତ ହୁଏ ?
(3)
କିମ୍ଵା
ଚନ୍ଦ୍ର ଓ ପୃଥିବୀ ପରସ୍ପରକୁ ଆକର୍ଷଣ କରୁଥିଲେ ମଧ୍ୟ ପୃଥିବୀ କାହିଁକି ଚନ୍ଦ୍ର ଚାରିପଟେ ଘୂରେ ନାହିଁ
2. (i) ଭୌତିକ ପରିବର୍ତ୍ତନ ଓ ରାସାଯୁନିକ ପରିବର୍ତ୍ତନ ମଧ୍ୟରେ ତିନୋଟି ପାର୍ଥକ୍ୟ ଦର୍ଶାଅ l.
କିମ୍ଵା (3)
ରାସାୟନିକ ସଂଯୋଗର ଦୁଇଟି ନିୟମ ଲେଖି ବୁଝାଅ l
(ii)ଶକ୍ତି ସଂରକ୍ଷଣ ନିୟମ କ'ଣ ?
କିମ୍ଵା (2)
ପ୍ରତୀକ କ'ଣ ? ଏହାକୁ କିପରି ଲେଖାଯାଏ ?
( ଜୀବ ବିଜ୍ଞାନ )
-----------------------------------
3. (i)ନ୍ୟଷ୍ଟିର ଗଠନ ଓ କାର୍ଯ୍ୟ ବର୍ଣ୍ଣନା କର l
କିମ୍ଵା. (4)
ରୋଗର ପ୍ରକାରଭେଦ ଲେଖ l ଗୋଟିଏ ସଂକ୍ରାମକ ରୋଗର କାରଣ କ'ଣ ହୋଇପାରେ ଉଦାହରଣ ସହ ବୁଝାଅ l
(ii) ଉଦ୍ଭିଦ ଟିସୁ ଓ ପ୍ରାଣୀ ଟିସୁ ମଧ୍ୟରେ 3 ଟି ପ୍ରଭେଦ ଲେଖ
କିମ୍ଵା (3)
ପାଇସେସ୍ ଶ୍ରେଣୀର 3 ଟି ବିଶେଷତ୍ଵ ଲେଖ l
(iii) ଷ୍ଟିରଏଡ୍ କ'ଣ ? ଷ୍ଟିରଏଡ୍ ବ୍ୟବହର ବେଳେ କି କି ସତର୍କତା ଅବଲମ୍ବନ କରିବ ଲେଖ l
କିମ୍ଵା (3)
ପ୍ରାଣୀ କୋଷରେ ଲବକ ଥିଲେ କ'ଣ ହୁଅନ୍ତା ?
4.(i)RBC କୋଷର ଗଠନ ଓ କାର୍ଯ୍ୟ ଲେଖ
କିମ୍ଵା (3)
ଏପିଥେଲିଆଲ୍ ଟିସୁର ଲକ୍ଷଣ ଉଲ୍ଲେଖ କର l
(ii)DOT ଓ AIDS ର ପୂରାନାମ ଲେଖ l
କିମ୍ଵା (2)
ଦୃଢତନ୍ତୁ ଓ ଦୃଢକୋଷ କ'ଣ ବୁଝାଅ l
Sir 10th class p do PDF please send
ReplyDeleteHau
DeleteSir 30💪30 pura rahiba
DeleteSir 9th class English pdf please send
ReplyDeleteSir9th class mathematics pdf piliz send
ReplyDeleteThank you sir
ReplyDeleteSir ea question correct ta
ReplyDeleteAll pdf sar
ReplyDeleteThank you❤🙏🙏🙏🙏
ReplyDeleteOk
ReplyDeleteSir real question
ReplyDeleteSir ausabu pdf diontu
ReplyDeleteSir ausabu pdf diontu
ReplyDeleteThankyou
ReplyDeleteThank you sir
ReplyDeleteBia pela banda
ReplyDeleteKia re tu
Delete