9th Class Summative Assesment 2 Exam 2022 Social Science Question
Odisha Board Class 9th Summative Assesment 2 Exam 2022 Social Science Question
9th Class SA 2 Social Science Question PDF
ନବମ ଶ୍ରେଣୀ
ବିଷୟ-ଭୂଗୋଳ ଓ ଇତିହାସ
ସମୟ-୧ଘ ୧୫ମି. ପୂର୍ଣ୍ଣ ସଂଖ୍ୟା-୩୦
--------------------------------------------------------------------
( SUBJECTIVE PART )
ଭୂଗୋଳ
1.(i) ପଞ୍ଜାବ ସମତଳଭୂମି ବିଷୟରେ ସଂକ୍ଷେପରେ ଲେଖ l
(4)
କିମ୍ଵା
ଭାରତର ଗଙ୍ଗା ନଦୀ ବିଷୟରେ ସଂକ୍ଷେପରେ ଲେଖ l
(ii) ସଂରକ୍ଷିତ ଜୈବମଣ୍ଡଳ କାହାକୁ କୁହାଯାଏ l
କିମ୍ଵା (3)
ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ବାୟୁୁ କ'ଣ ସଂକ୍ଷେପରେ ଲେଖ l
(iii) ଭାରତର ଅବସ୍ଥିତି ଓ କ୍ଷେତ୍ରଫଳ ସମ୍ବନ୍ଧରେ ଆଲୋଚନା କର
(3)
କିମ୍ଵା
ବିପତ୍ତି କାହାକୁ କୁହାଯାଏ ? କେତେଗୁଡିଏ ମନୁଷ୍ୟକୃତ ବିପତ୍ତିର ଉଦାହରଣ ଦିଅ l
2. (i) ବିକାଶୋନ୍ମଖୀ ଦେଶ କହିଲେ କ'ଣ ବୁଝ ? ଏହିପରି କିଛି ଦେଶମାନଙ୍କର ଉଦାହରଣ ଦିଅ
କିମ୍ଵା (3)
ବିକାଶ ପାଇଁ ଋଣର ଭୂମିକା ଲେଖ l
(ii) ପାର୍ଥକ୍ୟ ଦର୍ଶାଅ
ପ୍ରାଥମିକ ବୃତ୍ତି ଓ ମାଧ୍ୟମିକ ବୃତ୍ତି
କିମ୍ଵା (2)
ଧାତବ ମୁଦ୍ରା ଓ କାଗଜ ମୁଦ୍ରା
( ଇତିହାସ )
-----------------------------------
3. (i) କେଉଁ କାର୍ଯ୍ୟଗୁଡ଼ିକରେ ଜାତିସଂଘ ସଫଳତା ପାଇପାରି ନଥିଲା l
କିମ୍ଵା. (4)
ରୁଷ୍ ବିପ୍ଳବରେ ଶିଳ୍ପ ବିପ୍ଳବର ପ୍ରଭାବ କିପରି ପଡ଼ିଥିଲା l
(ii) ୱେମର୍ ସାଧାରଣତନ୍ତ୍ର କ'ଣ ? ଏହା କେଉଁଠାରେ ଓ କିପରି ଲାଭବାନ୍ ହୋଇଥିଲେ l
କିମ୍ଵା (3)
ବେଲ୍ଜିଆନ କଙ୍ଗୋ କିଭଳି ଓ କେବେ ସୃଷ୍ଟି ହୋଇଥିଲା l
(iii) ଲେନିନ୍ ଙ୍କ ତିନୋଟି ଆଦେଶନାମା ଉଲ୍ଲେଖ କର l
କିମ୍ଵା (3)
ଫାସୀବାଦ କାହାକୁ କହନ୍ତି ? ଫାସୀବାଦୀ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର କିଏ ଥିଲେ ଓ ସେ କେଉଁ ବାହିନୀ ଗଠନ କରିଥିଲେ ?
4.(i) ମୌଳିକ ଅଧିକାର କହିଲେ କ'ଣ ବୁଝ ? ଆମ ସମ୍ବିଧାନ ନାଗରିକ ମାନଙ୍କୁ କେଉଁ କେଉଁ ମୌଳିକ ଅଧିକାର ପ୍ରଦାନ କରିଛି ଲେଖ l
କିମ୍ଵା (3)
ଜାତୀୟତାବାଦ କିପରି ଜନ୍ମ ନିଏ ? ଏହା କିପରି ଏକତ୍ଵ ପ୍ରତିଷ୍ଠା କରିବାରେ ସହାୟକ ହୋଇଥାଏ ?
(ii) ଜାତୀୟ ସଂହତି କ'ଣ ? ଏହାର ଉତ୍ସ ଲେଖ l
କିମ୍ଵା (2)
ସାଧାରଣ ସଭାରେ ନିଷ୍ପତ୍ତି କିପରି ନିଆଯାଏ ?
No comments:
Post a Comment