Class 9 Formative Assessment 4 Exam Question Of Odisha Board Board School
Odisha Board Class 9 Formative Assessment 4 Exam Question 2022
ଶ୍ରେଣୀ - ନବମ
ବିଷୟ- ବିଜ୍ଞାନ
ସମୟ:- ୧/୨ ଘଣ୍ଟା ପୂର୍ଣ୍ଣସଂଖ୍ୟା-୨୦
---------------------------------------------------------------------
( OBJECTIVE )
(Multiple Choice Question)
ସମସ୍ତ ପ୍ରଶ୍ନର ଉତ୍ତର ଦିଅ
1. C.G.S ପଦ୍ଧତିରେ ଶକ୍ତିର ଏକକ ___________
(A) ନିଉଟନ୍
(B) ଅର୍ଗ
(C) ୱ୍ୱାଟ୍
(D) ଜୁଲ୍
2. 1 Unit _________ କିଲୋୱାଟ୍ ଘଣ୍ଟା
(A) 1
(B)10
(C)100
(D)1000
3. ଗୋଟିଏ 100 ଞ୍ଵାଟର ବଲ୍ବ ଦିନକୁ 8 ଘଣ୍ଟା ଜଳିଲେ ______ ପରିମାଣର ଶକ୍ତି ଖର୍ଚ୍ଚ ହେବ
(A) 800 Wh
(B) 80 Wh
(C) 8 KWh
(D) 8 Wh
4 . କାର୍ଯ୍ୟ କରିବାର ହାରକୁ _______ କୁହାଯାଏ
(A) ଶକ୍ତି
(B) କ୍ଷମତା
(C) ପରିବେଗ
(D) ତ୍ଵରଣ
5. 1 କିଲୋ ଜୁଲ୍ _______ ଜୁଲ୍ ଅଟେ
(A) 16
(B) 418
(C) 1000
(D) 3600
6.1Wh ________ କିଲୋ ଜୁଲ୍ ଅଟେ
(A) 2.6
(B) 3.6
(C) 1.6
(D) 0.6
7. 1 ଡାଇନ୍ X 1 ସେ ମି =_________
(A) 1 ଜୁଲ୍
(B) 1 ଅର୍ଗ
(C) 1 ୱାଟ୍
(D) 1 ହର୍ଜ
8. ପରମାଣୁ କଣିକାଗୁଡ଼ିକର ଶକ୍ତିକୁ ________ ଏକକରେ ମପାଯାଏ
(A) N
(B) D
(C) ev
(D) J
9. ସ୍ଵଳ୍ପ ସମୟ ପାଇଁ ହେଉଥିବା ରୋଗକୁ __________ କୁହାଯାଏ
(A) ଆକ୍ୟୁଟ୍
(B) କ୍ରନିକ୍
(C) ସଂକ୍ରାମକ
(D) ଅଣ ସଂକ୍ରାମକ
10. କେଉଁ ରୋଗଟି ଜିନ୍ ଜନିତ ତ୍ରୁଟି ଯୋଗୁଁ ହୋଇଥାଏ
(A) କ୍ୱାସିଓର୍କର
(B) ମାରାସମସ୍
(C) ଏନେମିଆ
(D) ଅନ୍ଧାରକଣା
11. କେଉଁ ରୋଗର ଚିକିତ୍ସା DOT ପଦ୍ଧତିରେ କରାଯାଏ
(A) ଜଳାତଙ୍କ
(B) ପୋଲିଓ
(C) ଯକ୍ଷ୍ମା
(D) AIDS
12. ଶରୀରର କେଉଁ ଅଙ୍ଗ ଆକ୍ରାନ୍ତ ହେଲେ ଜଣ୍ଡିସର ଲକ୍ଷଣ ଦେଖାଯାଏ
(A) ଫୁସ୍ଫୁସ୍
(B) ଯକୃତ
(C) ହୃତ୍ପିଣ୍ଡ
(D) ଅଗ୍ନାଶୟ
13. ଟୀକାକରଣ ପଦ୍ଧତି କିଏ ଭଦ୍ଭାବନ କରିଥିଲେ
(A) ଫାହା
(B) ରର୍ବଟ ହୁକ୍
(C) ଏଡୱାର୍ଡ ଜେନର
(D) ରବର୍ଟ ବ୍ରାଉନ୍
14 . ଲାଟିନ୍ ରେ କାହାକୁ ଭାକା କୁହାଯାଏ
(A) ଗାଈ
(B) କୁକୁଡା
(C) ମଇଁଷି
(D) ଘୁଷୁରି
15. ________ ମାଧ୍ଯମରେ ଟାଇଫଏଡ୍ ରୋଗ ବ୍ୟାପିଥାଏ
(A) ବାୟୁ
(B) ସଂସର୍ଗ
(C) ଖାଦ୍ୟ ଓ ଜଳ
(D) ରକ୍ତ
16.ମାଲେରିଆ ରୋଗ _______ ଶ୍ରେଣୀର ପ୍ଲାସ୍ମୋଡିୟମ୍ ପରଜୀବୀ ଦ୍ଵାରା ହୁଏ
(A) ମୋଲୁସ୍କା
(B) ପୋରିଫେରା
(C) ଏନିଲିଡା
(D) ପ୍ରୋଟୋଜୋଆ
17. ହେପାଟାଇଟିସ୍ ରୋଗୀର ରକ୍ତରେ କାହାର ମାତ୍ରା ବଢିଯାଏ
(A) ବିଲୁରୁବିନ୍
(B) ଗ୍ଲୁକୋଜ୍
(C) ଲୋହିତ ରକ୍ତ
(D) ଶ୍ଵେତରକ୍ତ
18. ଆମ ଶରୀରର ଗଠନ ମୂଳ ଏକକ ______
(A) କୋଷ
(B) ଟିସୁ
(C) ରକ୍ତ
(D) ସ୍ନାୟୁ
19. ଫାଇଲେରିଆ ରୋଗକୁ କିଏ କରାଇଥାଏ
(A) ବୀଜାଣୁ
(B) ଭୁତାଣୁ
(C) କବକ
(D) କୃମି
20. ପୋଲିଓ କେଉଁ ଭାଇରସ୍ ଜନିତ ରୋଗ
(A) HIV
(B) ରାବୋଡେ ଭାଇରସ୍
(C) ଏଣ୍ଟୋରୋଭାଇରସ୍
(D) କୌଣସିଟି ନୁହେଁ
No comments:
Post a Comment