Class 9 and Class 10 Summative Exam Questions

Sunday, 27 February 2022

9th Class Summative Assesment 2 Exam Question with Answers

 9th Class Summative Assesment 2 Exam Question with Answer Of Odisha Board School 2022.

Class 9 Summative Assesment 2 Exam Questions Sample Papers

Subject- Science 

Part-01

Physical Science MCQ

                          ଶ୍ରେଣୀ - ନବମ

                          ବିଷୟ- ବିଜ୍ଞାନ

  ସମୟ:-୨ଘ.୩୦ମି.                            ପୂର୍ଣ୍ଣସଂଖ୍ୟା-୮୦

  ---------------------------------------------------------------------           

                       ( OBJECTIVE )        ପୂର୍ଣ୍ଣ ସଂଖ୍ଯା -୫୦

            (Multiple Choice Question)

                   ସମସ୍ତ ପ୍ରଶ୍ନର ଉତ୍ତର ଦିଅ

 1. କେଉଁ ପଦାର୍ଥକୁ ପ୍ରବାହୀ କୁହାଯାଏ ?              

(A) କଠିନ

(B) ତରଳ

(C) ଗ୍ୟାସୀୟ

(D) ଅର୍ଦ୍ଧତରଳ


2.ନଖ ପଲିସ୍ ଛଡ଼ାଇବା ପାଇଁ କେଉଁ ରାସାୟନିକ ବ୍ୟବହୃତ ହୁଏ  

(A) ମିଥେନ୍‌

(B) ଏସିଟୋନ୍

(C) ଏଥିଲିନ୍‌

(D) ଏସିଟିଲିନ୍‌


3. ସାଧାରଣ ତାପମାତ୍ରାରେ ---------- ତରଳଭାବେ ରହିଥାଏ

(A) ସୋଡିୟମ୍

(B) ପୋଟାସିୟମ୍

(C) ମ୍ୟାଗ୍ନେସିୟମ୍

(D) ବ୍ରୋମିନ୍


4 . ବିଯୁକ୍ତାତ୍ମକ ଆୟନକୁ କ'ଣ କୁହାଯାଏ ?

(A) ପରମାଣୁକତା

(B) ଆନାୟନ

(C) ଆୟନ

(D) କାଟାୟନ


5. ଏଣ୍ଟିମୋନି ର ପ୍ରତୀକ

(A) An

(B) At

(C) Sa

(D) Sb


6. ପୋଟାସିୟମ୍ ର ଲାଟିନ୍ ନାମ

(A)  ପ୍ଲମବମ୍

(B) କେଲିୟମ୍

(C) ଫେରମ

(D) ନେଟ୍ରିୟମ୍


7. ମିଥେନ୍‌ ର ଆଣବିକ ବସ୍ତୁତ୍ଵ 

(A) 16u

(B) 18u

(C) 20u

(D) 22u


8.________ ଅଧାତୁ 4 ପରମାଣୁ ବିଶିଷ୍ଟ ଅଟେ 


(A) ଫସ୍‌ଫରସ

(B) କ୍ଲୋରିନ୍

(C) ଆର୍ଗନ

(D) ନିୟନ୍‌


9. ପ୍ରୋଟନ୍‌ ର ବସ୍ତୁତ୍ଵ ଇଲେକ୍‌ଟ୍ରନ୍‌ର ବସ୍ତୁତ୍ଵ ର ______ ଗୁଣ

(A) 1880

(B) 1840

(C) 1830

(D) 1837


10.--------- ବ୍ୟତୀତ ଅନ୍ୟ ସବୁ ପରମାଣୁର ନିଉଟ୍ରନ୍‌ ରହିଥାଏ

(A) H

(B) He

(C) Li

(D) Be


11.Cl ର ବସ୍ତୁତ୍ଵ 35u, ଏହାର ନିଉଟ୍ରନ୍‌ ସଂଖ୍ୟା 18 ହେଲେ ପ୍ରୋଟନ୍‌ ସଂଖ୍ୟା କେତେ

(A) 7

(B) 18

(C) 17

(D) 35


12. ଗତିଶୀଳ ଯାନର ଅତିକ୍ରାନ୍ତ  ଦୂରତାକୁ _______ ଯନ୍ତ୍ରଦ୍ଵାରା ମପାଯାଏ

(A) ଓଡୋମିଟର

(B) ଲାକ୍ଟୋମିଟର

(C) ଗାଏରାମିଟର

(D) ମାନୋମିଟର


13. ଏକକ ସମୟ ଅବଧିରେ ବସ୍ତୁର ପରିବେଗର  ପରିବର୍ତ୍ତନକୁ _______ କୁହାଯାଏ 

(A) ବେଗ

(B) ପରିବେଗ

(C) ତ୍ଵରଣ

(D) ମନ୍ଦନ


14 . ବସ୍ତୁର ଜଡତ୍ଵ କାହା ଉପରେ ନିର୍ଭର କରେ

(A) ସାନ୍ଦ୍ରତା

(B) ଆୟତନ

(C) ବସ୍ତୃତ୍ଵ

(D) ଓଜନ


15. S.I. ପଦ୍ଧତିରେ ସଂବେଗର ଏକକ _______

(A) ନିଉଟନ୍‌/ମିଟର

(B) ନିଉଟନ୍‌X ମିଟର

(C)ନିଉଟନ୍‌/ ସେକେଣ୍ଡ

(D) ନିଉଟନ୍‌X ସେକେଣ୍ଡ


16. ସଂବେଗର ପରିବର୍ତ୍ତନ ହାର ________ ସହ ସମାନ 

(A) ତ୍ଵରଣ

(B) କାର୍ଯ୍ୟ

(C) ବଳ

(D) ପ୍ରତିଘାତ


17. 1 ଡାଇନ  X 1 ସେ.ମି. =________

(A) 1 ଜୁଲ୍

(B) 1 ଅର୍ଗ

(C) 1 ୱାଟ୍

(D) 1 ହର୍ଜ


18. ପାୱାରର S.I. ଏକକ _________

(A) ନିଉଟନ୍

(B) ଜୁଲ୍

(C) ୱାଟ୍

(D) ଭୋଲ୍‌ଟ


19. ଦୁଇଟି ବଲ୍‌ର ସଂଘାତ ଘଟିଲେ ________ ସଂରକ୍ଷିତ ହୁଏ 

(A) ସଂବେଗ

(B) ପରିବେଗ

(C) ତାପମାତ୍ରା

(D) ଗତିଜ ଶକ୍ତି


20.___________ କୁ ଏକ ୟୁନିଟ୍ କୁହାଯାଏ

(A) 1KWH

(B) 1WH

(C)10KWH

(D)10WH


21. ପରମାଣୁ କଣିକାଗୁଡ଼ିକର ଶକ୍ତିକୁ ________ ଏକକରେ ମପାଯାଏ               

(A) 1 N

(B) 1D

(C) 1 ev

(D) 1J


22.  _______ ପ୍ରୋଟନ୍‌ ଆବିଷ୍କାର କରିଥିଲେ 

(A) ଜେ.ଜେ. ଟମସନ୍

(B) ଇ. ଗୋଲଡଷ୍ଟାଇନ୍

(C) ଡାଲ୍‌ଟନ୍‌

(D) ରଦରଫୋର୍ଡ଼


23. ରକେଟ୍ ________ ନିୟମ ଉପରେ କାର୍ଯ୍ୟ କରେ

(A) ଶକ୍ତି ସଂରକ୍ଷଣ

(B) ବସ୍ତୁତ୍ଵ ସଂରକ୍ଷଣ

(C) ସଂବେଗ ସଂରକ୍ଷଣ

(D) ନିଉଟନ୍‌ଙ୍କ ୨ୟ ଗତି ନିୟମ


24 . ସାଧାରଣ ତାପମାତ୍ରାରେ ______ ଟି ମୌଳିକ ଗ୍ୟାସୀୟ ଅବସ୍ଥାରେ ଅଛନ୍ତି

(A) 8

(B) 11

(C) 15

(D) 17


25. ଗ୍ରୀକ୍ ଭାଷାରେ ଆଟମ୍ ର ଅର୍ଥ

(A) ବିଭାଜ୍ୟ

(B) ଅବିଭାଜ୍ୟ

(C) କ୍ଷୁଦ୍ର

(D) ଅତିକ୍ଷୁଦ୍ର


                        ( ଖ- ବିଭାଗ )

                         ଜୀବ ବିଜ୍ଞାନ



No comments:

Post a Comment

System Of Units

  System of Units :- A system of units is a complete set of fundamental units from which all derived units are obtained by simple multiplic...