9th Class Summative Assesment 2 Exam Question with Answer Of Odisha Board School 2022.
Class 9 Summative Assesment 2 Exam Questions Sample Papers
Subject- Science
Part-01
Physical Science MCQ
ଶ୍ରେଣୀ - ନବମ
ବିଷୟ- ବିଜ୍ଞାନ
ସମୟ:-୨ଘ.୩୦ମି. ପୂର୍ଣ୍ଣସଂଖ୍ୟା-୮୦
---------------------------------------------------------------------
( OBJECTIVE ) ପୂର୍ଣ୍ଣ ସଂଖ୍ଯା -୫୦
(Multiple Choice Question)
ସମସ୍ତ ପ୍ରଶ୍ନର ଉତ୍ତର ଦିଅ
1. କେଉଁ ପଦାର୍ଥକୁ ପ୍ରବାହୀ କୁହାଯାଏ ?
(A) କଠିନ
(B) ତରଳ
(C) ଗ୍ୟାସୀୟ
(D) ଅର୍ଦ୍ଧତରଳ
2.ନଖ ପଲିସ୍ ଛଡ଼ାଇବା ପାଇଁ କେଉଁ ରାସାୟନିକ ବ୍ୟବହୃତ ହୁଏ
(A) ମିଥେନ୍
(B) ଏସିଟୋନ୍
(C) ଏଥିଲିନ୍
(D) ଏସିଟିଲିନ୍
3. ସାଧାରଣ ତାପମାତ୍ରାରେ ---------- ତରଳଭାବେ ରହିଥାଏ
(A) ସୋଡିୟମ୍
(B) ପୋଟାସିୟମ୍
(C) ମ୍ୟାଗ୍ନେସିୟମ୍
(D) ବ୍ରୋମିନ୍
4 . ବିଯୁକ୍ତାତ୍ମକ ଆୟନକୁ କ'ଣ କୁହାଯାଏ ?
(A) ପରମାଣୁକତା
(B) ଆନାୟନ
(C) ଆୟନ
(D) କାଟାୟନ
5. ଏଣ୍ଟିମୋନି ର ପ୍ରତୀକ
(A) An
(B) At
(C) Sa
(D) Sb
6. ପୋଟାସିୟମ୍ ର ଲାଟିନ୍ ନାମ
(A) ପ୍ଲମବମ୍
(B) କେଲିୟମ୍
(C) ଫେରମ
(D) ନେଟ୍ରିୟମ୍
7. ମିଥେନ୍ ର ଆଣବିକ ବସ୍ତୁତ୍ଵ
(A) 16u
(B) 18u
(C) 20u
(D) 22u
8.________ ଅଧାତୁ 4 ପରମାଣୁ ବିଶିଷ୍ଟ ଅଟେ
(A) ଫସ୍ଫରସ
(B) କ୍ଲୋରିନ୍
(C) ଆର୍ଗନ
(D) ନିୟନ୍
9. ପ୍ରୋଟନ୍ ର ବସ୍ତୁତ୍ଵ ଇଲେକ୍ଟ୍ରନ୍ର ବସ୍ତୁତ୍ଵ ର ______ ଗୁଣ
(A) 1880
(B) 1840
(C) 1830
(D) 1837
10.--------- ବ୍ୟତୀତ ଅନ୍ୟ ସବୁ ପରମାଣୁର ନିଉଟ୍ରନ୍ ରହିଥାଏ
(A) H
(B) He
(C) Li
(D) Be
11.Cl ର ବସ୍ତୁତ୍ଵ 35u, ଏହାର ନିଉଟ୍ରନ୍ ସଂଖ୍ୟା 18 ହେଲେ ପ୍ରୋଟନ୍ ସଂଖ୍ୟା କେତେ
(A) 7
(B) 18
(C) 17
(D) 35
12. ଗତିଶୀଳ ଯାନର ଅତିକ୍ରାନ୍ତ ଦୂରତାକୁ _______ ଯନ୍ତ୍ରଦ୍ଵାରା ମପାଯାଏ
(A) ଓଡୋମିଟର
(B) ଲାକ୍ଟୋମିଟର
(C) ଗାଏରାମିଟର
(D) ମାନୋମିଟର
13. ଏକକ ସମୟ ଅବଧିରେ ବସ୍ତୁର ପରିବେଗର ପରିବର୍ତ୍ତନକୁ _______ କୁହାଯାଏ
(A) ବେଗ
(B) ପରିବେଗ
(C) ତ୍ଵରଣ
(D) ମନ୍ଦନ
14 . ବସ୍ତୁର ଜଡତ୍ଵ କାହା ଉପରେ ନିର୍ଭର କରେ
(A) ସାନ୍ଦ୍ରତା
(B) ଆୟତନ
(C) ବସ୍ତୃତ୍ଵ
(D) ଓଜନ
15. S.I. ପଦ୍ଧତିରେ ସଂବେଗର ଏକକ _______
(A) ନିଉଟନ୍/ମିଟର
(B) ନିଉଟନ୍X ମିଟର
(C)ନିଉଟନ୍/ ସେକେଣ୍ଡ
(D) ନିଉଟନ୍X ସେକେଣ୍ଡ
16. ସଂବେଗର ପରିବର୍ତ୍ତନ ହାର ________ ସହ ସମାନ
(A) ତ୍ଵରଣ
(B) କାର୍ଯ୍ୟ
(C) ବଳ
(D) ପ୍ରତିଘାତ
17. 1 ଡାଇନ X 1 ସେ.ମି. =________
(A) 1 ଜୁଲ୍
(B) 1 ଅର୍ଗ
(C) 1 ୱାଟ୍
(D) 1 ହର୍ଜ
18. ପାୱାରର S.I. ଏକକ _________
(A) ନିଉଟନ୍
(B) ଜୁଲ୍
(C) ୱାଟ୍
(D) ଭୋଲ୍ଟ
19. ଦୁଇଟି ବଲ୍ର ସଂଘାତ ଘଟିଲେ ________ ସଂରକ୍ଷିତ ହୁଏ
(A) ସଂବେଗ
(B) ପରିବେଗ
(C) ତାପମାତ୍ରା
(D) ଗତିଜ ଶକ୍ତି
20.___________ କୁ ଏକ ୟୁନିଟ୍ କୁହାଯାଏ
(A) 1KWH
(B) 1WH
(C)10KWH
(D)10WH
21. ପରମାଣୁ କଣିକାଗୁଡ଼ିକର ଶକ୍ତିକୁ ________ ଏକକରେ ମପାଯାଏ
(A) 1 N
(B) 1D
(C) 1 ev
(D) 1J
22. _______ ପ୍ରୋଟନ୍ ଆବିଷ୍କାର କରିଥିଲେ
(A) ଜେ.ଜେ. ଟମସନ୍
(B) ଇ. ଗୋଲଡଷ୍ଟାଇନ୍
(C) ଡାଲ୍ଟନ୍
(D) ରଦରଫୋର୍ଡ଼
23. ରକେଟ୍ ________ ନିୟମ ଉପରେ କାର୍ଯ୍ୟ କରେ
(A) ଶକ୍ତି ସଂରକ୍ଷଣ
(B) ବସ୍ତୁତ୍ଵ ସଂରକ୍ଷଣ
(C) ସଂବେଗ ସଂରକ୍ଷଣ
(D) ନିଉଟନ୍ଙ୍କ ୨ୟ ଗତି ନିୟମ
24 . ସାଧାରଣ ତାପମାତ୍ରାରେ ______ ଟି ମୌଳିକ ଗ୍ୟାସୀୟ ଅବସ୍ଥାରେ ଅଛନ୍ତି
(A) 8
(B) 11
(C) 15
(D) 17
25. ଗ୍ରୀକ୍ ଭାଷାରେ ଆଟମ୍ ର ଅର୍ଥ
(A) ବିଭାଜ୍ୟ
(B) ଅବିଭାଜ୍ୟ
(C) କ୍ଷୁଦ୍ର
(D) ଅତିକ୍ଷୁଦ୍ର
( ଖ- ବିଭାଗ )
ଜୀବ ବିଜ୍ଞାନ